Skip to content
ଉଦଘାଟିତ ହୋଇଯାଇଛି ସ୍କିଲ କନକ୍ଲେଭ୨୦୨୩ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିବାବେଳେ ଘରୋଇ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରୁଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଭାଗୀୟ ମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଗଣ ମଞ୍ଚରେ ଉପସ୍ଥିତ ରହିଛନ୍ତି ।

ସ୍କିଲ ଓଡ଼ିଶାର ବିଭନ୍ନ ପ୍ରୋଜେକ୍ଟକୁ ବୁଲି ଦେଖିୁଛନ୍ତି ମୁଖ୍ୟମନ୍ତ୍ରୀ । ସାଥିରେ ଅଛନ୍ତି ବିଭାଗୀୟ ଅଧିକାରୀ ।

ପ୍ରୋଜେକ୍ଟ ବିଷୟରେ ପଚାରି ବୁଝୁଛନ୍ତି ମୁଖ୍ୟମନ୍ତ୍ରୀ । ଉପସ୍ଥିତ ଅଛନ୍ତି ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗଚୀ

ଓଡ଼ିଶା ଦକ୍ଷତା ସମ୍ମିଳନୀରେ ଉଡିଲା ଡ୍ରୋନ୍ । ସ୍କିଲ ହେଉଛି ଓଡ଼ିଶା । ନିର୍ମାଣ ହେଉଛି ଅତ୍ୟାଧୁନିତ ଯନ୍ତ୍ରପାତି ।

1 min read