ହାଇଦ୍ରାବାଦ: ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ । ହାଇଦ୍ରାବାଦରେ ଖେଳାଯାଉଥିବା ପ୍ରଥମ ମ୍ୟାଚରେ ରେକର୍ଡ କଲେ ଓପନର ଶୁଭମନ ଗିଲ୍ । ୧୪୫ ବଲରେ ୨୦୦ ରନ କଲେ ଗିଲ୍ । ହ୍ୟାଟ୍ରିକ୍ ଛକା ମାରି ଦ୍ୱିଶତକ ପୂରଣ କଲେ ଗିଲ୍ । ଦିନିକିଆ କ୍ରିକେଟରେ ପଞ୍ଚମ ଭାରତୀୟ ଭାବରେ ଦ୍ୱିଶତକ ହାସଲ କଲେ ଶୁଭମନ । ସଚିନ ତେନ୍ଦୁଲକର, ବିରେନ୍ଦ୍ର ସେହଓ୍ୱାଗ, ରୋହିତ ଶର୍ମା ଓ ଇଶାନ କିଶାନଙ୍କ ପରେ ୨୦୦ ରନର କ୍ଲବରେ ସାମିଲ ହେଲେ ଶୁଭମନ ଗିଲ୍ ।
2⃣0⃣0⃣ !🔥 🎇
𝑮𝒍𝒐𝒓𝒊𝒐𝒖𝒔 𝑮𝒊𝒍𝒍!🙌🙌
One mighty knock! 💪 💪
The moment, the reactions & the celebrations 🎉 👏
Follow the match 👉 https://t.co/IQq47h2W47 #TeamIndia | #INDvNZ | @ShubmanGill pic.twitter.com/sKAeLqd8QV
— BCCI (@BCCI) January 18, 2023

