ରଜ ପାଇଁ ଖୁସି ଖବର, ରାତି ୧୦ ପର୍ଯ୍ୟନ୍ତ ଖୋଲା ରହିବ ଦୋକାନବଜାର

ଭୁବନେଶ୍ୱର: ରଜ ପାଇଁ ଖୁସି ଖବର । କରୋନା ପାଇଁ ପୂରା ଦେଶରେ ପ୍ରଥମେ ଲକାଡାଉନ୍ ପରେ ସଟଡାଉନ ପରେ ଏହାକୁ କୋହଳ କରି ଦେଶରେ ଜାରି ହୋଇଛି ଅନଲକ୍ ୧ । ଏବଂ ଏଥିରେ ସବୁ ପ୍ରକାର ନିୟମକୁ କୋହଳ କରିବା ସହ ରାଜ୍ୟ ସରକାରଙ୍କ ଉପରେ ସବୁ ପ୍ରକାର ନିଷ୍ପତ୍ତି ଛାଡ଼ି ଦେଇଥିଲେ । ଏବେ ରାଜ୍ୟ ସରକାର ଦୋକାନ ଖୋଲିବା ବନ୍ଦ କରିବାକୁ କେତକ ନିୟମାବଳୀ ଜାରି କରିଥିଲେ । ଏହାସହ ରାଜ୍ୟ … Continue reading ରଜ ପାଇଁ ଖୁସି ଖବର, ରାତି ୧୦ ପର୍ଯ୍ୟନ୍ତ ଖୋଲା ରହିବ ଦୋକାନବଜାର