ଦୀପଗ୍ରେସ ଏକ୍କା ପାଇବେ ଅର୍ଜୁନ ପୁରସ୍କାର

ନନ୍ଦିଘୋଷ ବ୍ୟୁରୋ: ଦୀପଗ୍ରେସ ଏକ୍କାଙ୍କୁ ମିଳିବ ଅର୍ଜୁନ ପୁରସ୍କାର । ଅଚନ୍ତ ଶରଥ କମଲ ପାଇବେ ଧ୍ୟାନଚାନ୍ଦ ଖେଳରତ୍ନ ସମ୍ମାନ । ସେହିପରି
ଲକ୍ଷ୍ୟ ସେନ ଓ ଅଂଶୁ ମଲ୍ଲିକଙ୍କୁ ଅର୍ଜୁନ ପୁରସ୍କାର ପାଇବା ନେଇ ନାମ ଘୋଷମା ହୋଇଛି । ଏହି ସମସ୍ତ ନା ସିଲେକ୍ସନ କମିଟି ଦ୍ୱାରା ଘୋଷଣା କରାଯାଇଛି ।