spot_img

Latest Posts

ଭୁବନେଶ୍ୱରରେ ସେକ୍ସ ରାକେଟ ଠାବ, ୩ ଅଟକ

ଭୁବନେଶ୍ବର: ଭୁବନେଶ୍ବର ମଞ୍ଚେଶ୍ୱର ଥାନା ଅଞ୍ଚଳରେ ସେକ୍ସ ରାକେଟ ଠାବ। ସୂଚନା ପାଇ ଚକେଇସିଆଣୀ ବସ୍ତିରେ ଚଢ଼ାଉ କଲା ମଞ୍ଚେଶ୍ବର ପୋଲିସ। ବସ୍ତିର ଏକ ଝୁମ୍ପୁଡି ଘରେ ଚାଲିଥିଲା ଦେହ ବ୍ୟବସାୟ।

ଏହି ଘଟଣାରେ ୪ଜଣ ଯୁବତୀଙ୍କୁ ଉଦ୍ଧାର କରିବା ସହ ୩ଯୁବକଙ୍କୁ ଅଟକ ରଖିଛି ପୋଲିସ । ଆଉ କେଉଁମାନେ ଏହି ସେକ୍ସ ରାକେଟରେ ସମ୍ପୃକ୍ତ ଅଛନ୍ତି ତାହାର ତଦନ୍ତ ଚଳାଇଛି ପୋଲିସ ।

Latest Posts

Don't Miss