ଏବେ ଖୋଲିବନି ସ୍କୁଲ, କଲେଜ: ବନ୍ଦ ହେବ କ୍ୱାରେଣ୍ଟାଇନ୍ ସେଣ୍ଟର
ଭୁବନେଶ୍ୱର: ଜୁଲାଇ ମାସ ପାଇଁ ରାଜ୍ୟ ସରକାରଙ୍କ କରୋନା ଗାଇଡଲାଇନ୍ । କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ ଅନୁସାରେ ରାଜ୍ୟ ସ୍ଥିତି ଅନୁସାରେ ରାଜ୍ୟ ସରକାର ନୂଆ ଗାଇଡଲାଇନ୍ ଜାରି କରିଛନ୍ତି । ନୂଆ କୋଭିଡ୍ ଗାଇଡଲାଇନ୍ ଜୁଲାଇ ୩୧ ତାରିଖ ଯାଏଁ ବଳବତ୍ତର ରହିବ । ଏନେଇ ପ୍ରେସମିଟରେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ସୂଚନା ଦେଇଛନ୍ତି । ସଂକ୍ରମଣ ରୋକିବାକୁ କଣ୍ଟେନମେଣ୍ଟ ଜୋନ୍ ଜାରି ରହିବ । କଣ୍ଟେନମେଣ୍ଟ ଜୋନରେ ଅତ୍ୟାବଶ୍ୟକୀୟ ସେବା ଛଡ଼ା … Continue reading ଏବେ ଖୋଲିବନି ସ୍କୁଲ, କଲେଜ: ବନ୍ଦ ହେବ କ୍ୱାରେଣ୍ଟାଇନ୍ ସେଣ୍ଟର
Copy and paste this URL into your WordPress site to embed
Copy and paste this code into your site to embed