ତାଜା ଖବର ନୂଆଦିଲ୍ଲୀ: ହାଇକୋର୍ଟରେ ‘ନିର୍ଭୟା’ ଦୋଷୀ ପୱନ କୁମାର ଆବେଦନ ମାମଲା । ଜାନୁଆରୀ ୨୪ ଯାଏଁ ଶୁଣାଣି ସ୍ଥଗିତ ରଖିଲେ କୋର୍ଟ । ମାମଲାରେ ନୂଆ ଡକ୍ୟୁମେଣ୍ଟ ଦାଖଲ ପାଇଁ ସମୟ ମାଗିଲେ ଓକିଲ । ୨୦୧୨ରେ ପୱନ ନାବାଳକ ଥିବା ନେଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । December 19, 2019 Continue Reading Previous ଖୋର୍ଦ୍ଧା ବେଆଇନ୍ ପଥର ଖଣି ଖନନ ଘଟଣା । ଖୋର୍ଦ୍ଧା ଏସଡିଜେଏମଙ୍କ କୋର୍ଟରେ ଆତ୍ମସମର୍ପଣ କଲା ଖଣି ମାଫିଆ ଜିତୁ ଓରଫ ଜିତେନ୍ଦ୍ର ମାନସିଂହ । ଜିତୁକୁ ୨ ଦିନ ପାଇଁ ରିମାଣ୍ଡରେ ନେଲା ଏସଟିଏଫ । ବେଆଇନ ପଥର ଚାଲାଣ ଓ ବିସ୍ଫୋରଣରେ ସମ୍ପୃକ୍ତ । ପୂର୍ବରୁ ୨୦ ଜଣ ମାଫିଆକୁ ଏସଟିଏଫ ଗିରଫ କରିଛିNext ଆଜି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟ । ୧୬ଟି ବିଧାନସଭା ଆସନ ପାଇଁ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଯାଇଛି ।ଏହି ପର୍ଯ୍ୟାୟରେ ୨୩୭ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରାଯିବ।