spot_img

Latest Posts

ଶଙ୍ଖ ପାଲଟିଛି ସମୃଦ୍ଧିର ପ୍ରତୀକ, ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ‘ଶଙ୍ଖ ମୋ ଗର୍ବ’

ଭୁବନେଶ୍ୱର: ଶଙ୍ଖ ପାଲଟିଛି ସମୃଦ୍ଧିର ପ୍ରତୀକ। ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ବିଜେଡିର ‘ଶଙ୍ଖ ମୋ ଗର୍ବ’ ଅଭିଯାନ। ଦଳୀୟ ନେତାମାନେ ବିଜେଡିର ଚିହ୍ନ ଶଙ୍ଖକୁ ନିଜ ଗର୍ବ ବୋଲି କହିବା ସହ ବିଭିନ୍ନ ସୋସିଆଲ୍ ମିଡ଼ିଆ ପ୍ଲାଟଫର୍ମରେ ପୋଷ୍ଟ କରୁଛନ୍ତି। ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶଙ୍ଖବାହିନୀ ରାଜ୍ୟ ବିକାଶରେ ନିଜକୁ ନିୟୋଜିତ କରିଛନ୍ତି।

ନିକଟରେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଜରିଆରେ ପ୍ରତି ଘରେ ନବୀନଙ୍କ ବିକାଶମୂଳକ ଯୋଜନା ପହଞ୍ଚାଇଥିଲା ବିଜୁ ଜନତା ଦଳ । ଏବେ ଶଙ୍ଖ ମୋ ଗର୍ବ କ୍ୟାମ୍ପେନ୍ ଜରିଆରେ ନିଜ ଦଳର ଗରିମା ଅକ୍ଷୁଣ୍ଣ ରଖିବା ସହ ବିରୋଧୀଙ୍କ ଅପପ୍ରଚାରକୁ ଜବାବ ଦେବାକୁ ରୋଡମ୍ୟାପ ପ୍ରସ୍ତୁତ କରୁଛି ବିଜେଡି। ବିଜୁ ଜନତା ଦଳର ଏ ଅଭିଯାନକୁ ସୋସିଆଲ୍ ମିଡିଆରେ ଭରପୂର ସମର୍ଥନ ମଧ୍ୟ ମିଳୁଛି ।

Latest Posts

Don't Miss