ଆନନ୍ଦପୁର: ବାଲି ଉତ୍ତୋଳନକୁ ନେଇ ହାଟଡିହି ବ୍ଲକ ନେଇ ଆମ୍ବୋ ବାଲିଘାଟରେ ଉତ୍ତେଜନା । ପୋଲିସ ସହାୟତାରେ ପ୍ରଶାସନର ବାଲି ଉତ୍ତୋଳନ ଉଦ୍ୟମ ବେଳେ କରଗୋଳା ଗ୍ରାମବାସୀଙ୍କ ବିରୋଧ । ପୋଲିସ-ଗ୍ରାମବାସୀ ମୁହାଁମୁହିଁ, ୭ ଅଟକ । ପୋଲିସ ଗାଡ଼ିକୁ ଦୁର୍ବୃତ୍ତଙ୍କ ଢେଲାମାଡ଼ ।

1 min read

Leave a Reply