ବିଦ୍ୟା ବିନ୍ଧିଥିବା ସମ୍ବଲପୁରୀ ଶାଢ଼ୀ ୫୫ ହଜାରରେ ହେଲା ନିଲାମ
1 min readଭୁବନେଶ୍ୱର: ୫୫ ହଜାର ଟଙ୍କାରେ ନିଲାମ ହେଲା ବିଦ୍ୟାବାଲାନ ପିନ୍ଧିଥିବା ସମ୍ବଲପୁରୀ ଶାଢୀ । ଆଇଆଇଟି ଗୌହାଟିରେ ପଢୁଥିବା ଓଡ଼ିଆ ଝିଅ ଦେବାଂଶୀ ଗଣିତ ସମ୍ବଲପୁରୀ ବାନ୍ଧ ଶାଢ଼ୀ ପାଇବାକୁ ହକଦାର ହୋଇଛନ୍ତି । ଅଭିନେତ୍ରୀ ବିଦ୍ୟାବାଲାନ ସକୁନ୍ତଳା ଦେବୀ ଚଳଚ୍ଚିତ୍ରର ପ୍ରମୋଶନ ବେଳେ ଏହି ଶାଢୀ ପିନ୍ଧିଥିଲେ ।
It's our honour to announce that d #highest #bidder (for same piece of #ShriGaneet #sambalpuri #bandha #silksaree worn by @vidya_balan) on 19 Aug '20 by 10 pm is @RayGyanendra with #bid amount of INR 42000!
All can #bid on last day 20 Aug by filling form: https://t.co/CZQcQ0y3VR pic.twitter.com/rfZcMp8PRw— Utkalamrita (@Utkalamrita) August 19, 2020
ପରେ ଉତ୍କଳମ୍ରିତା ପକ୍ଷରୁ ଏହି ଶାଢ଼ୀର ଇ ଅକ୍ସନ କରାଯାଇଥିଲା । ଶାଢୀର ବୁଣାକାରଙ୍କୁ ନିଲାମ ରାଶି ପ୍ରଦାନ କରାଯିବ ବୋଲି ଉତ୍କଳମ୍ରିତା ମୁଖ୍ୟ ଅମ୍ରିତାସାବତ ସୂଚନା ଦେଇଛନ୍ତି ।