ଦୋକାନ ଆସିବାକୁ ମନା କରିବାରୁ ମାଲିକକୁ ଛୁରାମାଡ଼

ସମ୍ବଲପୁରରେ ଛୁରାମାଡ଼ । ବିଳମ୍ବିତ ରାତିରେ ଧନୁପାଲି ଥାନା କୁମ୍ଭାରପଡାରେ ଛୁରାମାଡ଼ ହୋଇଛି । ଛୁରାମାଡ଼ରେ ଯୁବକ ଗୁରୁତର । ଗୁରୁତର ମହମ୍ମଦ ଅବିଦ୍ଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ଦୋକାନ ଆସିବାକୁ ମନା କରିବାରୁ ମାଲିକକୁ ଛୁରାମାଡ କରିଥିବା ସୂଚନା ମିଲିଛି । ଛୁରାମାଡ଼ କରିଥିବା ଅଭିଯୁକ୍ତ ଫେରାର, ପୋଲିସ ତଦନ୍ତ ଜାରି ।