ଟସ୍ ଜିତି ଭାରତର ଫିଲ୍ଡିଂ ନିଷ୍ପତ୍ତି, ନବଦୀପ ସାଇନିଙ୍କ ଡେବ୍ୟୁ
1 min read
କଟକ: ବାରବାଟୀରେ ଆରମ୍ଭ ହୋଇଛି ବ୍ୟାଟେଲ । ତୃତୀୟ ବା ନିର୍ଣ୍ଣାୟକ ମ୍ୟାଚରେ ଟସ୍ ଜିତି ଭାରତ ବୋଲିଂ କରିବାକୁ ନିଷ୍ପତ୍ତି ହୋଇଛି । ବାରବାଟୀରେ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚରେ ଡେବ୍ୟୁ କରିଛନ୍ତି ନବଦୀପ ସାଇନି । ଚୂଡ଼ାନ୍ତ ଏକାଦଶରେ ନବଦୀପ ସାଇନଙ୍କୁ ସ୍ଥାନ ମିଳିଛି ।
ଭାରତର ଚୂଡ଼ାନ୍ତ ଏକାଦେଶରେ ରୋହିତ ଶର୍ମା, ବିରାଟ କୋହଲି (ଅଧିନାୟକ), ଶ୍ରେୟସ୍ ଆୟର, ଋଷଭ ପନ୍ତ(ୱିକେଟ୍ କିପର), କେଦାର ଯାଦବ, ରବୀନ୍ଦ୍ର ଜାଡ଼େଜା, ମହମ୍ମଦ ଶାମି, ଶାର୍ଦ୍ଦୁଲ ଠାକୁର, କୁଲଦୀପ ଯାଦବ ଓ ନବଦୀପ ସାଇନ୍ ଅଛନ୍ତି ।
https://nandighoshatv.comindia-vs-west-indies-odi-today-in-barabati/