ଭୁବନେଶ୍ୱର: ଅନଲାଇନରେ ଇ-ଟିକେଟ ଜାଲିଆତି । ଜଣଙ୍କୁ ଗିରଫ କଲା ଆରପିଏଫ । ବିଷ୍ଣୁ ପ୍ରସାଦ ପଟ୍ଟନାୟକ ଗିରଫ, ୮୦୦ରୁ ଅଧିକ ଇ-ଟିକେଟ, ୩ଟି ମୋବାଇଲ ଓ ଗୋଟିଏ ଲାପଟପ ଜବତ । ଯାତ୍ରୀ ଓ ବିଭିନ୍ନ ଲୋକଙ୍କ ନାଁରେ ୪୪ଟି ପର୍ସନାଲ ୟୁଜର ଆଇଡି ଖୋଲି ୨୦୧୬ରୁ କରୁଥିଲା ଇ-ଟିକେଟ ବ୍ୟବସାୟ ।
1 min readଭୁବନେଶ୍ୱର: ଅନଲାଇନରେ ଇ-ଟିକେଟ ଜାଲିଆତି । ଜଣଙ୍କୁ ଗିରଫ କଲା ଆରପିଏଫ । ବିଷ୍ଣୁ ପ୍ରସାଦ ପଟ୍ଟନାୟକ ଗିରଫ, ୮୦୦ରୁ ଅଧିକ ଇ-ଟିକେଟ, ୩ଟି ମୋବାଇଲ ଓ ଗୋଟିଏ ଲାପଟପ ଜବତ । ଯାତ୍ରୀ ଓ ବିଭିନ୍ନ ଲୋକଙ୍କ ନାଁରେ ୪୪ଟି ପର୍ସନାଲ ୟୁଜର ଆଇଡି ଖୋଲି ୨୦୧୬ରୁ କରୁଥିଲା ଇ-ଟିକେଟ ବ୍ୟବସାୟ ।