ହସ୍ପିଟାଲରେ ରବର୍ଟ ଭଦ୍ରା

ହସ୍ପିଟାଲ ବେଡରେ ରବଟ ଭଦ୍ରା । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ଜ୍ୱାଇଁ ତଥା ପ୍ରିୟଙ୍କାଙ୍କ ସ୍ବାମୀ ରବଟ ଭଦ୍ରା ନୋଏଡ଼ାର ମେଟ୍ରୋ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ରବଟଙ୍କ ଗୋଡ଼ ଏବଂ ପିଠିରେ ପ୍ରବଳ ମାତ୍ରାରେ ଯନ୍ତ୍ରଣା ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ମେଟ୍ରୋ ହସ୍ପିଟାଲର ପ୍ରଥମ ମହଲାରେ ରବର୍ଟଙ୍କର ଚିକିତ୍ସା ଚାଲିଛି । ପାର୍ଟିକାମ ପାଇଁ  ଦିଲ୍ଲୀରେ ଥିବା ପ୍ରିୟଙ୍କା ଗତକାଲି ରାତିରେ ରୋବର୍ଟଙ୍କ ପାଖରେ ପହଞ୍ଚିଥିଲେ । ସେ ବିପଦମୁକ୍ତ ଥିବା ଡାକ୍ତର ସୂଚନା ଦେଇଛନ୍ତି । ')}

Leave a Reply

Your email address will not be published.