ସେଲଫି ନେଲେ ସୁର, ଚମ୍ପାଚମେଲି ସହ ସୁର କଲେ ଆଲୋଚନା ହେଲେ ଏମାନେ ସବୁ କିଏ

ଭୁବନେଶ୍ୱର: ଧାଡ଼ିରେ ଯୁବତୀ ଭିଡ଼ । ଭଳିକି ଭଳି ପୋଷାକ ସହ ମୁହଁରେ ହସ । ସେଲ୍ଫି ନେବାକୁ ଲଗାଇଛନ୍ତି ଲମ୍ବା ଲାଇନ୍ । ଏ ସବୁ ଦେଖିକି ଆପଣ ଭାବୁଥିବେ ହୁଏତ କିଏ ଜଣେ ଫିଲ୍ମଷ୍ଟାର ଆସିଥିବେ । ହେଲେ ସେମିତି କିଛି ନୁହେଁ । ୭୬ ବର୍ଷ ବୟସ୍କ ଜଣେ ବ୍ୟକ୍ତି । ହେଲେ ତାଙ୍କ ସହତି ସେଲ୍ଫିଟିଏ ନେବାକୁ ସମସ୍ତେ ଇଚ୍ଛୁକ । ହେଲେ ଏହି ପରିଣତ ବୟସରେ ବି ସେଲ୍ଫି ମାନିଆର … Continue reading ସେଲଫି ନେଲେ ସୁର, ଚମ୍ପାଚମେଲି ସହ ସୁର କଲେ ଆଲୋଚନା ହେଲେ ଏମାନେ ସବୁ କିଏ