ଏଟି୍ଏମ୍ ତାଡ଼ି ୯ଲକ୍ଷ ୨୨ହଜାର ଟଙ୍କା ଲୁଟିନେଲେ ଲୁଟେରା

କେନ୍ଦ୍ରାପଡ଼ା : ସିସିଟିଭିରେ କଏଦ ହେଲା ଏଟିଏମ ଲୁଟ୍ ଦୃଶ୍ୟ । ଏଟି୍ଏମ୍ ତାଡ଼ି ୯ଲକ୍ଷ ୨୨ହଜାର ଟଙ୍କା ଲୁଟିନେଲେ ଲୁଟେରା । କେନ୍ଦ୍ରାପଡ଼ା ପାଟକୁରାର ଡେରାବିଶ ଅଞ୍ଚଳରେ ଦୁର୍ବୃତ୍ତଙ୍କ ଟାର୍ଗେଟରେ ଏଟିଏମ୍ । ଡେରାବିଶ ଠାକୁରପାଟଣା ୟୁକୋ ବ୍ୟାଙ୍କ ଏଟିଏମ ତାଡି ଲୁଟେରା ଲୁଟିନେଲେ ଲକ୍ଷାଧିକ ଟଙ୍କା । ସୁରକ୍ଷା ବ୍ୟବସ୍ଥା ଢିଲା ସହ ପାଟ୍ରୋଲିଂକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏଟିଏମ ତାଡ଼ିବା ପଛରେ ବିହାରୀ ଗ୍ୟାଙ୍ଗର ହାତ ଥିବା ସୂଚନା ମିଳିଛି