ରାଉରକେଲା: ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବଡ଼ କାର୍ଯ୍ୟାନୁଷ୍ଠାନ । ଆରଏସପି ଭିତରେ ଥିବା ୩ଟି ଵିଭାଗକୁ ବନ୍ଦ କଲା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । ବ୍ୟାପକ ପ୍ରଦୂଷଣ ଓ ନିୟମ ଉଲ୍ଲଂଘନ ଅଭିଯୋଗ । ସିଷ୍ଟରିଙ୍ଗ ପ୍ଲାଣ୍ଟ-୧, କାଲସୋନିକ ପ୍ଲାଣ୍ଟ ଓ ଫେରୋସ୍କ୍ରାପ ନିଗମର ସ୍କ୍ରାପ କଟିଙ୍ଗ ବିଭାଗ ବନ୍ଦ । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ରାଉରକେଲା ଆଞ୍ଚଳିକ ଅଧିକାରୀ ହେମେନ୍ଦ୍ର ନାଥ ନାୟକଙ୍କ ସୂଚନା ।

Leave a Reply