ଲକଡାଉନରେ କିଛି ଲାଇସେନ୍ସପ୍ରାପ୍ତ ମଦ ଦୋକାନକୁ ଖୋଲିବା ପାଇଁ ଅନୁରୋଧ କଲେ ଅଭିନେତା ଋଷି କପୁର, ଜାଣନ୍ତୁ କାହିଁକି ?
1 min readମୁମ୍ବାଇ: ଯେବେଠୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲକଡାଉନ ଘୋଷଣା କରିଛନ୍ତି ଅଭିନେତା ଋଷି କପୁର ଟ୍ୱିଟରରେ ରିତିମତ ନିଜର ମତ ଏବଂ ଚିନ୍ତାଧାରା ସେୟାର କରିବାକୁ ଲାଗିଛନ୍ତି । ‘ଜରୁରୀକାଳୀନ ପରିସ୍ଥିତି ‘ ଘୋଷଣା ହେବା ପରେ ଋଷି କପୁର ଚିନ୍ତା ପ୍ରକଟ କରିଛନ୍ତି । ବର୍ତ୍ତମାନ ସେ ସରକାରୀ କର୍ତ୍ତୃପକ୍ଷଙ୍କୁ ସନ୍ଧ୍ୟାରେ କିଛି ଲାଇସେନ୍ସପ୍ରାପ୍ତ ମଦ ଦୋକାନ ଖୋଲିବାକୁ ପରାମର୍ଶ ଦେଇଛନ୍ତି।
Think. Government should for sometime in the evening open all licensed liquor stores. Don’t get me wrong. Man will be at home only what with all this depression, uncertainty around. Cops,doctors,civilians etc… need some release. Black mein to sell ho hi raha hai. ( cont. 2)
— Rishi Kapoor (@chintskap) March 28, 2020
ଅଭିନେତା ଋଷି କପୁର ମାଇକ୍ରୋ ବ୍ଲଗିଂ ସାଇଟକୁ ଟୁଇଟ୍ କରି କହିଛନ୍ତି, ” ସରକାର ସନ୍ଧ୍ୟାରେ କିଛି ଲାଇସେନ୍ସପ୍ରାପ୍ତ ମଦ ଦୋକାନ ଖୋଲିବା ଉଚିତ୍। ମୋତେ ଭୁଲ୍ ବୁଝନ୍ତୁ ନାହିଁ। ଅନିଶ୍ଚିତତା ସହ ଘରେ ରହି ମଣିଷ ଡିପ୍ରେସନ୍ ଅନୁଭବ କରୁଛି । ପୋଲିସ୍, ଡାକ୍ତର, ସାଧାରଣ ନାଗରିକ ମାନଙ୍କୁ ବ୍ରେକ୍ ଦରକାର ତେଣୁ କିଛି ଲାଇସେନ୍ସପ୍ରାପ୍ତ ମଦ ଦୋକାନଙ୍କୁ ଖୋଲିବାକୁ ଅନୁମତି ଦିଅନ୍ତୁ । ସେ ଆଉ ମଧ୍ୟ କହିଛନ୍ତି ଯେ, ବଜାର କଳା ବଜାରୀ ହୋଇ ମଦ ବିକ୍ରି ହୋଉଛି ବୋଲି ସେ କହିଛନ୍ତି ।
State governments desperately need the money from the excise. Frustration should not add up with depression. As it is pee to rahe hain legalize kar do no hypocrisy. My thoughts.
— Rishi Kapoor (@chintskap) March 28, 2020
ସେ ଆହୁରି ମଧ୍ୟ କହିଛନ୍ତି, “ରାଜ୍ୟ ସରକାର ଏକ୍ସାଇଜ୍ ରୁ ଟଙ୍କା ଆବଶ୍ୟକ କରନ୍ତି । ଫ୍ରଷ୍ଟ୍ରେସନକୁ ଡିପ୍ରେସନରେ ପରିଣତ ହେବାକୁ ଦିଅନ୍ତୁ ନାହିଁ ।