ଡ୍ରଗ୍ସ ମାମଲାରେ NCB ରଡାରରେ ୨୫ ସେଲିବ୍ରିଟି,ତାଲିକା ପ୍ରସ୍ତୁତ, ମୁମ୍ବାଇରୁ ଦିଲ୍ଲୀ ପହଞ୍ଚିଲେ ଡେପୁଟୀ ଡାଇରେକ୍ଟର

ମୁମ୍ବାଇ: ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଡ୍ରଗ୍ସ ଦିଗରେ ତଦନ୍ତ କରୁଛି ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବା ଏନସିବି । ଏବେ ଡ୍ରଗ୍ସ ସହିତ ସମ୍ପୃକ୍ତ ନାମିଦାମି ବ୍ୟକ୍ତିଙ୍କୁ ଧରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ବାସ୍ତବରେ ରିୟା ଚକ୍ରବର୍ତ୍ତୀ ଡ୍ରଗ୍ସ ମାମଲାରେ ପଚରାଉଚରା ସମୟରେ ଏଭଳି ୨୫ ଜଣ ସେଲିବ୍ରିଟିଙ୍କ ନାମ ନେଇଛନ୍ତି, ଯେଉଁମାନେ ଡ୍ରଗ୍ସ ନେବା ସହିତ ଏହି କାରବାରରେ ମଧ୍ୟ ଜଡ଼ିତ । ଏବେ ଏହାକୁ ନେଇ ତଦନ୍ତ ଆରମ୍ଭ ହେବ … Continue reading ଡ୍ରଗ୍ସ ମାମଲାରେ NCB ରଡାରରେ ୨୫ ସେଲିବ୍ରିଟି,ତାଲିକା ପ୍ରସ୍ତୁତ, ମୁମ୍ବାଇରୁ ଦିଲ୍ଲୀ ପହଞ୍ଚିଲେ ଡେପୁଟୀ ଡାଇରେକ୍ଟର