ରିୟା ମତେ ପାଗଳଖାନା ପଠାଇବାକୁ ଚାହୁଁଛି…

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ପ୍ରତିଦିନ ନୂଆ ମୋଡ଼ ଦେଖିବାକୁ ମିଳୁଛି । ଏହି ପରିପ୍ରେକ୍ଷୀରେ ସମସ୍ତଙ୍କ ଆଖି ରିୟା ଚକ୍ରବର୍ତ୍ତୀଙ୍କ ଉପରେ ରହିଛି। ବର୍ତ୍ତମାନ ରିୟା ଚକ୍ରବର୍ତ୍ତୀଙ୍କ କଲ୍ ଡିଟେଲ୍ସ ମଧ୍ୟ ପ୍ରକାଶ ପାଇଛି  । ଏହି କଲ୍ ଡିଟେଲ୍ସ ଅନୁଯାୟୀ, ଯେତେବେଳେ ସୁଶାନ୍ତ ୨୦୨୦ ମସିହା ଜାନୁୟାରୀ ୨୦ ରୁ ୨୪  ପର୍ଯ୍ୟନ୍ତ ତାଙ୍କ ଭଉଣୀ ରାନୀଙ୍କୁ ଭେଟିବାକୁ ଚଣ୍ଡିଗଡ଼ ଯାଇଥିଲେ, ରିୟା ୫ ଦିନରେ ପ୍ରାୟ ୨୫ ଥର କଲ୍ … Continue reading ରିୟା ମତେ ପାଗଳଖାନା ପଠାଇବାକୁ ଚାହୁଁଛି…