ଅଗ୍ନିଶମ ବିଭାଗରେ ଅଦଳବଦଳ

1 min read

ଭୁବନେଶ୍ୱର: ରାଜ୍ୟ ଅଗ୍ନିଶମ ବିଭାଗରେ ଅଦଳବଦଳ । ଚିଫ୍‌ ଫାୟାର ଅଫିସର୍‌ ସୁକାନ୍ତ ସେଠୀଙ୍କୁ ଫାୟାର ପ୍ରିଭେନ୍ସନ୍ ଓ୍ୱିଙ୍ଗ୍‌ର ଅତିରିକ୍ତ ଦାୟିତ୍ୱ । ପୂର୍ବରୁ ଫାୟାର ପ୍ରିଭେନ୍ସନ୍‌ ଓ୍ୱିଙ୍ଗ୍‌ର ଅତିରିକ୍ତ ଦାୟିତ୍ୱରେ ଥିବା ମହେଶ୍ୱର ସ୍ୱାଇଁ କେବଳ OFDRAର ନିର୍ଦ୍ଦେଶକ ରହିବେ । ଅରୁଣ ଷଡ଼ଙ୍ଗୀଙ୍କୁ ଭବାନୀପାଟଣା ସର୍କଲର ଜିଲ୍ଲା ଅଗ୍ନିଶମ ଅଧିକାରୀଭାବେ ନିଯୁକ୍ତି । ପୂର୍ବରୁ ଭବାନୀପାଟଣା ସର୍କଲ ଦାୟିତ୍ୱରେ ଥିବା ସଲ୍ଲିଲ୍ ପ୍ରକାଶ କିଣ୍ଡୋଙ୍କୁ ଫାୟାର ପ୍ରିଭେନ୍ସନ୍ ଓ୍ୱିଙ୍ଗ୍ ଡିଏଫ୍ଓ ଭାବେ ବଦଳି ।

Leave a Reply