ବଦଳିବ ରାମ ମନ୍ଦିରର ନକ୍ସା: ଶିଳାନ୍ୟାସ ପାଇଁ PMOକୁ ପଠାଗଲା ୨ଟି ତାରିଖ

ଅଯୋଧ୍ୟା: ଶନିବାର ରାମ ମନ୍ଦିର ନିର୍ମାଣ ପାଇଁ ରାମଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର  ବୈଠକ ବସିଥିଲା । ଅନୁଷ୍ଠିତ ବୈଠକରେ ଭିତ୍ତିପ୍ରସ୍ତର ସ୍ଥାପନ ତାରିଖ ଉପରେ ଆଲୋଚନା କରାଯାଇଥିଲା। ଅଗଷ୍ଟ ୩ ଏବଂ ଅଗଷ୍ଟ ୫ ତାରିଖକୁ ଟ୍ରଷ୍ଟ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଯାଇଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଭିତ୍ତିପ୍ରସ୍ତର ତାରିଖ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବ । ଏହା ବ୍ୟତୀତ ମନ୍ଦିରର ଉଚ୍ଚତା ଏବଂ ନିର୍ମାଣ ବ୍ୟବସ୍ଥା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ଅଯୋଧ୍ୟା ସର୍କିଟ ହାଉସରେ … Continue reading ବଦଳିବ ରାମ ମନ୍ଦିରର ନକ୍ସା: ଶିଳାନ୍ୟାସ ପାଇଁ PMOକୁ ପଠାଗଲା ୨ଟି ତାରିଖ