ସବୁ ରୁଟରେ ଗଡ଼ିବ ଟ୍ରେନ, ସେବା ସ୍ୱଭାବିକ କରିବାକୁ ରେଳ ବିଭାଗର ବିଜ୍ଞପ୍ତି
1 min readନୂଆଦିଲ୍ଲୀ: ସ୍ୱଭାବିକ ହୋଇଛି ରେଳସେବା । ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ଗଡ଼ିବ ସମସ୍ତ ରୁଟରେ ଟ୍ରେନ । ସମୟ ଅନୁଯାୟୀ ସମସ୍ତ ନିୟମିତ ଟ୍ରେନ୍ ଯାହା ବର୍ତ୍ତମାନ MSPC (ମେଲ୍ / ଏକ୍ସପ୍ରେସ୍ ସ୍ପ୍ଲ୍) ଏବଂ HSP (ହଲିଡେ ସ୍ପ୍) ଟ୍ରେନ୍ ସେବା ଭାବରେ କାର୍ଯ୍ୟ କରୁଛି, ତାହା ୨୦୨୧ କାର୍ଯ୍ୟ ସୂଚୀ ଅନୁଯାୟୀ ଗଡ଼ିବ ।
All the regular time tabled trains which are presently operating as MSPC ( Mail/Express Spl) and HSP (Holiday Spl) train services, including in the working Time Table 2021, shall be operated with regular numbers and with fare and categorisation as applicable: Ministry of Railways pic.twitter.com/UwgL6j1w3E
— ANI (@ANI) November 12, 2021
କୋଭିଡ କାରଣରୁ ରେଳ ବିଭାଗ ଚ୍ରେନ ଚଳାଚଳରେ ପରିବର୍ତ୍ତନ କରିଥିଲେ । ଅର୍ଥାତ ବିଭିନ୍ନ ରୁଟରେ ପରିବର୍ତ୍ତନ ହୋଇଥିଲା । ପୂର୍ବ ଧାର୍ଯ୍ୟ ଭଡ଼ାରେ ମଧ୍ୟ ବିଶେଷ ପରିବର୍ତ୍ତନ କରାଯାଇଥିଲା । ବର୍ତ୍ତମାନ କୋଭିଡ ସ୍ଥିତିରେ ସୁଧାର ଆସିଛି । ଏବଂ ପୂର୍ବ ପରି ପୁଣି ଥରେ ଭାରତୀୟ ରେଳ ସେବାକୁ ସ୍ୱଭାବିକ କରିବାକୁ ନିଷ୍ପତି ନେଇଛି ରେଳ ବିଭାଗ ।