ଆସିଲା RRB ପରୀକ୍ଷା ସୂଚୀ; ଆଜିଠୁ ଡାଉନଲୋଡ୍ କରିପାରିବେ ଆଡମିଟ୍ କାର୍ଡ
2 min readନୂଆଦିଲ୍ଲୀ: ରେଳବାଇର ୩ ବର୍ଗରେ ନିଯୁକ୍ତି ପାଇଁ ହେବାକୁ ଥିବା ପରୀକ୍ଷାର ସୂଚୀ ପ୍ରକାଶ ପାଇଛି । ଏପରିକି ପରୀକ୍ଷାର୍ଥୀ ମାନେ ଆଜିଠାରୁ ରେଳବାଇର ଓ୍ୱେବସାଇଟରୁ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ ।
.@RailMinIndia RRB Exam commencing from 15th December. Details of CEN 03/2019 (Isolated and Ministerial categories. Timings for CBT Exam @DRMKhurdaRoad @DRMSambalpur @DRMWaltairECoR pic.twitter.com/F9UdMWU2CC
— East Coast Railway (@EastCoastRail) December 11, 2020
ଉକ୍ତ କାଟେଗୋରୀ ମଧ୍ୟରେ ରହିଛି-
.@RailMinIndia RRB Exam plan – Issue of E-Call Letters ??? @DRMWaltairECoR @DRMSambalpur @DRMKhurdaRoad pic.twitter.com/SAqgcVcJ4X
— East Coast Railway (@EastCoastRail) December 11, 2020
ଏହି ୩ଟି ବର୍ଗ ପାଇଁ ୨.୪୪ କୋଟି ପ୍ରାର୍ଥୀ ରେଜିଷ୍ଟର କରିଥିବା ବେଳେ ମୋଟ୍ ପଦବୀ ରହିଛି ୧.୪ ଲକ୍ଷ । ଆରଆରବିର ପରୀକ୍ଷା କମ୍ପ୍ୟୁଟର ବେସଡ୍ ହେବ ବୋଲି ଜଣାପଡିଛି ।
ଜାଣନ୍ତୁ ଏହି ୩ଟି ବର୍ଗରେ ନିଯୁକ୍ତି ପାଇଁ କେଉଁ ଜିଲ୍ଲାରୁ କେତେ ପ୍ରାର୍ଥୀ ଆବେଦନ କରିଛନ୍ତି ।
.@RailMinIndia RRB Exam Schedule – Statewise Test centre details for CEN 01/2019 – NTPC Categories @DRMKhurdaRoad @DRMSambalpur @DRMWaltairECoR pic.twitter.com/p6a2XUI8xb
— East Coast Railway (@EastCoastRail) December 11, 2020
.@RailMinIndia RRB Exam Schedule – Statewise Test centre details for CEN 03/2019 @DRMKhurdaRoad @DRMSambalpur @DRMWaltairECoR pic.twitter.com/hNDEnoIyxx
— East Coast Railway (@EastCoastRail) December 11, 2020