ପ୍ରତିରକ୍ଷା ବ୍ୟାପାର ସଂସଦୀୟ ସମିତି ବୈଠକରୁ ଉଠି ଚାଲିଗଲେ ରାହୁଲ,କହିଲେ ଟାଇମ୍ ବର୍ବାଦ କଲି

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ଦଳର ଅନ୍ୟ ସଦସ୍ୟ ପ୍ରତିରକ୍ଷା ମାମଲାରେ ସଂସଦୀୟ ସମିତି ବୈଠକରୁ ଓ୍ୱାକ୍ ଆଉଟ୍ କରିଛନ୍ତି । ସୂଚନା ଅନୁଯାୟୀ ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ, ସଂସଦୀୟ ସମିତି ସଶସ୍ତ୍ର ସେନାଙ୍କ ୟୁନିଫର୍ମ ନେଇ ଆଲୋଚନା କରି ସମୟ ବର୍ବାଦ କରିଛି । ସେ କହିଛନ୍ତି ଯେ,  ସେନାବାହିନୀକୁ ଅଧିକ ଭଲ ଢଙ୍ଗରେ କିଭଳି ପ୍ରସ୍ତୁତ କରିହେବ ସେନେଇ ଆଲୋଚନା ହେବା ଦରକାର । ଚିଫ୍ ଡିଫେନ୍ସ … Continue reading ପ୍ରତିରକ୍ଷା ବ୍ୟାପାର ସଂସଦୀୟ ସମିତି ବୈଠକରୁ ଉଠି ଚାଲିଗଲେ ରାହୁଲ,କହିଲେ ଟାଇମ୍ ବର୍ବାଦ କଲି