ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ଭବନରେ ବିକ୍ଷୋଭକାରୀ, କିଏ ଗାଧୋଉଛି ତ କିଏ ବେଡରୁମରେ…

2 min read

କଲୋମ୍ବୋ: ଶ୍ରୀଲଙ୍କା ଜାରି ରହିଛି ବିକ୍ଷୋଭ ପ୍ରଦର୍ଶନ । ଦେଶରେ ସଙ୍କଟ ଭିତରେ ଫେରାର ହୋଇଯାଇଛନ୍ତି ରାଷ୍ଟ୍ରପତି ଗୋଟାବାୟା । ଏପରି ସ୍ଥଳେ କଲୋମ୍ବୋରେ ରାଷ୍ଟ୍ରପତିଙ୍କ ବାସଭବନରେ ଧସେଇ ପଶିଛନ୍ତି ବିକ୍ଷୋଭକାରୀ ।

ସୂଚନା ଅନୁଯାୟୀ କଲୋମ୍ବୋରେ ଲାଗୁ ହୋଇଥିବା କର୍ଫ୍ୟୁକୁ ବି ଖାତିର କରିନାହାଁନ୍ତି ବିକ୍ଷୋଭକାରୀ । ହଜାର ହଜାର ସଂଖ୍ୟାରେ ଜନତା  ରାଷ୍ଟ୍ରପତିଙ୍କ ବାସଭବନରେ ଧସେଇ ପଶିଥିଲେ। ଦେଖୁ ଦେଖୁ ପୂରା ବାସଭବନକୁ କବଜା କରିନେଇଥିଲେ । ଯାହାର ଭିଡ଼ିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଯେଉଁଥିରେ ସୁଇମିଂ ପୁଲରେ ଲୋକମାନେ ଗାଧୋଉଥିବାର ନଜର ଆସିଛି । କେହି କେହି ରୋଷେଇ ଘରେ ପଶି ଖାଉଥିବା ବେଳେ ଆଉ କେହି ବେଡରୁମରେ ପଶି ନାଚୁଛନ୍ତି ।

https://twitter.com/Dilsedesh/status/1545700072746168320?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1545700072746168320%7Ctwgr%5E%7Ctwcon%5Es1_c10&ref_url=https%3A%2F%2Fnavbharattimes.indiatimes.com%2Fworld%2Fasian-countries%2Fprotesters-storm-into-gotabaya-rajapaksa-residence-see-images-sri-lanka-imposes-curfew%2Farticleshow%2F92766935.cms

ଯାହାର ଫଟୋ ଓ ଭିଡ଼ିଓ ଖୁବ୍ ଜୋରରେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

https://twitter.com/BNNBreaking/status/1545703114774261760?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1545703114774261760%7Ctwgr%5E%7Ctwcon%5Es1_c10&ref_url=https%3A%2F%2Fnavbharattimes.indiatimes.com%2Fworld%2Fasian-countries%2Fprotesters-storm-into-gotabaya-rajapaksa-residence-see-images-sri-lanka-imposes-curfew%2Farticleshow%2F92766935.cms