ବିଜେଡି ଗଣମାଧ୍ୟମ ସଂଯୋଜକ ହେଲେ ପ୍ରିୟବ୍ରତ ମାଝୀ

ଭୁବନେଶ୍ବର: ପ୍ରିୟବ୍ରତ ମାଝୀ ହେଲେ ବିଜେଡି ଗଣମାଧ୍ୟମ ସଂଯୋଜକ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗଣମାଧ୍ୟମ ସଂଯୋଜକ ଭାବେ ନିଯୁକ୍ତ ହୋଇଛନ୍ତି । ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସୂଚନା ଦେଇଛନ୍ତି । ପ୍ରିୟବ୍ରତ ମାଝୀ ଦଳର ଜଣେ ଶୃଙ୍ଖଳିତ ନେତା । ଜଣେ ଉଚ୍ଚଶିକ୍ଷିତ ବ୍ୟକ୍ତି । ଜେଏନୟୁରେ ଅଧ୍ୟକ୍ଷନ କରିଛନ୍ତି । ତାଙ୍କ ଭଳି ବ୍ୟକ୍ତିତ୍ବଙ୍କୁ ଗଣମାଧ୍ୟମ ସଂଯୋଜକ ଭାବେ ଦାୟିତ୍ବ ମିଳିଛି ।