ଓଡ଼ିଆଙ୍କ ପାଇଁ ଗର୍ବ: ପାଞ୍ଚ ବିଭାଗର ଶୀର୍ଷ ପଦବୀରେ ଓଡ଼ିଆ

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀ ଜଗନ୍ନାଥ କିମ୍ୱା ସ୍ୱର୍ଗତ ବିଜୁ ପଟ୍ଟନାୟକ ଏବେ କେବଳ ଓଡ଼ିଶାର ପରିଚୟ ହୋଇରହିନାହାନ୍ତି । ନିଜର ସମୃଦ୍ଧ କଳା, ସଂସ୍କୃତି, ସଭ୍ୟତା ଓ ଶାନ୍ତିପ୍ରିୟ ରାଜ୍ୟ ଭାବେ ପରିଚିତ ଓଡ଼ିଶା ଏବେ ନିଜ ସୁଯୋଗ୍ୟ ସନ୍ତାନଙ୍କ ଲାଗି ମଧ୍ୟ ଦେଶ ବିଦେଶରେ ପରିଚୟ ସୃଷ୍ଟି କରିପାରିଛି । ଓଡ଼ିଆ ନିଜର କଠିନ ପରିଶ୍ରମ, ଚେଷ୍ଟା ଓ ଅଧ୍ୟବସାୟ ଫଳରେ ପ୍ରତିଟି କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ଛାପ ଛାଡ଼ିପାରିଛି । ବିଜ୍ଞାନଠାରୁ ବ୍ୟବସାୟ, ଚାଷ … Continue reading ଓଡ଼ିଆଙ୍କ ପାଇଁ ଗର୍ବ: ପାଞ୍ଚ ବିଭାଗର ଶୀର୍ଷ ପଦବୀରେ ଓଡ଼ିଆ