ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦୋଷୀ ମୁକେଶ ସିଂର ରାଜକ୍ଷମା ଖାରଜ, ଗୃହମନ୍ତ୍ରାଳୟକୁ ଅବଗତ କଲା ରାଷ୍ଟ୍ରପତି ଭବନ

ନୂଆଦିଲ୍ଲୀ : ନିର୍ଭୟା ଦୋଷୀଙ୍କୁ ଝଟ୍‌କା । ମଉଳିଲା ଶେଷ ଆଶା । ଦୋଷୀଙ୍କ ଆବେଦନ ଖାରଜ କଲେ ରାଷ୍ଟ୍ରପତି । ଅଭିଯ଼ୁକ୍ତଙ୍କ କ୍ଷମା ଆବେଦନକୁ ରାଷ୍ଟ୍ରପତି ଖାରଜ କରିଛନ୍ତି । ଏ ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ଗୃହ ମନ୍ତ୍ର।ଳୟକୁ ଅବଗତ କରାଯାଇଛି । ଫାଶୀ ଦଣ୍ଡାଦେଶ ବଜାୟ ରଖିବାକୁ ପରାମର୍ଶ ଦିଆଯାଇଛି । ଏହା ପୂର୍ବରୁ ଦୋଷୀ ମୁକେଶ କୁମାରଙ୍କ କ୍ଷମା ଆବେଦନକୁ ରାଷ୍ଟ୍ରପତିଙ୍କ ପାଖକୁ ପଠାଇଥିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । … Continue reading ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦୋଷୀ ମୁକେଶ ସିଂର ରାଜକ୍ଷମା ଖାରଜ, ଗୃହମନ୍ତ୍ରାଳୟକୁ ଅବଗତ କଲା ରାଷ୍ଟ୍ରପତି ଭବନ