ଇଣ୍ଡିଆନ୍ ରାଇସ କଂଗ୍ରେସର ଉଦଘାଟନ୍ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

କଟକ: କଟକ ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦ୍ୱିତୀୟ ଇଣ୍ଡିଆନ୍ ରାଇସ କଂଗ୍ରେସର ଉଦଘାଟନ କଲେ ମହାମହିମ ରାଷ୍ଟ୍ରପତି । ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ୍, ଉଭୟ କେନ୍ଦ୍ର ଓ ରାଜ୍ୟର କୃଷିମନ୍ତ୍ରୀ ଉପସ୍ଥିତ । ଏହି ଅବସରରେ ଇଣ୍ଡିଆନ୍ ରାଇସ କଂଗ୍ରେସ ଉପରେ ଆଧାରିତ ଏକ ପୁସ୍ତକର ଉନ୍ମୋଚନ କଲେ ରାଷ୍ଟ୍ରପତି । ଏହି କାର୍ଯ୍ୟକ୍ରମରେ ୩୫୦ରୁ ଅଧିକ କୃଷି ବୈଜ୍ଞାନିକ ଉପସ୍ଥିତ ଅଛନ୍ତି ।