ଭୁବନେଶ୍ୱର: ପ୍ରାକ୍ ବଜେଟ ପ୍ରସ୍ତୁତି ନେଇ ମତାମତ ଲୋଡ଼ିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । [email protected]ରେ ମେଲ୍ ଓ ୯୪୩୮୧୬୧୧୧୧ ହ୍ୱାଟ୍ସଆପରେ ୧୮ ଡିସେମ୍ବରରୁ ୧୫ ଜାନୁଆରୀ ମଧ୍ୟରେ ଦେଇହେବ ମତାମତ । ଫେବ୍ରୁଆରୀ ପ୍ରଥମ ସପ୍ତାହରେ କେନ୍ଦ୍ରୀୟ ବଜେଟ ପରେ ଦ୍ଵିତୀୟ କିମ୍ଵା ତୃତୀୟ ସପ୍ତାହରେ ଆସିବ ରାଜ୍ୟ ବଜେଟ।

Leave a Reply