୨୪ ଘଣ୍ଟାରେ କୋଭିଡ ମୃତ୍ୟୁ ରିପୋର୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ
1 min readଭୁବନେଶ୍ୱର: କୋଭିଡରେ ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କର ୨୪ ଘଣ୍ଟାରେ ରିପୋର୍ଟ ପ୍ରସ୍ତୁତ ହେବ। ଏନେଇ ସ୍ବାସ୍ଥ୍ୟ ବିଭାଗର ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସମସ୍ତ ଜିଲ୍ଲାପାଳ , ମ୍ୟୁନିସିପାଲିଟି କମିଶନର, ସିଡିଏମଓ, ପିଏଚଓଙ୍କୁ ଚିଠି ଲେଖିଛନ୍ତି । ରାଜ୍ୟରେ କୋଭିଡ ମୃତ୍ୟୁ ନେଇ ଅନେକ ସନ୍ଦେହ ପ୍ରକାଶ ପାଉଥିବାରୁ ଏନେଇ ଜିଲ୍ଲାସ୍ତରରୁ ଆରମ୍ଭ କରି ରାଜ୍ୟସ୍ତରରେ ତତ୍ପରତା ପ୍ରକାଶ ପାଇଛି । ଏନେଇ ପଦକ୍ଷେପ ନେଇଛି ସ୍ବାସ୍ଥ୍ୟ ବିଭାଗ । ରିପୋର୍ଟ ପ୍ରସ୍ତୁତ ହେଲେ ୨୪ ଘଣ୍ଟାରେ ଜଣାପଡିବ କେଉଁ ଜିଲ୍ଲାରେ କୋଭିଡରେ କେତେ ଲୋକଙ୍କ ମୃତ୍ୟୁ ହୋଇଛି ।
32.A 48 years old female of Sundargarh district who was also suffering from Carcinoma Biliary Tract with METS.
33.A 45 years old female of Sundargarh district.
34.A 54 years old male of Sundargarh district.
35.A 32 years old male of Subarnapur district.
— H & FW Dept Odisha (@HFWOdisha) May 29, 2021