ସହଜ ହେବନି ଚଳିତ ପାଳିରେ ଶାସନ: ନୀତୀଶଙ୍କ ସାମ୍ନାରେ ୫ ବଡ଼ ଚ୍ୟାଲେଞ୍ଜ, ଜାଣନ୍ତୁ କ’ଣ

ପାଟଣା: ବିହାରରେ ବିଜୟ ଟିକା ପିନ୍ଧିଛି ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) । ବିରୋଧୀଙ୍କ କଡ଼ା ଟକ୍କର ସତ୍ତ୍ୱେ ପୁଣ କ୍ଷମତା ହାତେଇଛି ଏନଡିଏ ।ଏଥିସହିତ ନୀତୀଶ କୁମାର ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବା ଏକ ପ୍ରକାର ନିଶ୍ଚିତ ହୋଇଛି । କିନ୍ତୁ ଏଥର ନିର୍ବାଚନ ଫଳାଫଳ ପରବର୍ତ୍ତୀ ସମୀକରଣ ପୂର୍ବାପେକ୍ଷା ଭିନ୍ନ । ଚଳିତ ଥର ବିଧାନସଭାରେ ପୂର୍ବାପେକ୍ଷା ଅଧିକ ଶକ୍ତିଶାଳୀ ବିରୋଧୀଙ୍କୁ ସମ୍ମୁଖିନ କରିବାକୁ ପଡ଼ିବ । ଏବଂ ଏନ୍‌ଡିଏ ଅଂଶୀଦାରୀ ଥିବା ୪ … Continue reading ସହଜ ହେବନି ଚଳିତ ପାଳିରେ ଶାସନ: ନୀତୀଶଙ୍କ ସାମ୍ନାରେ ୫ ବଡ଼ ଚ୍ୟାଲେଞ୍ଜ, ଜାଣନ୍ତୁ କ’ଣ