କାଶ୍ମୀରରୁ ୨ ଆତଙ୍କୀଙ୍କ ସହ ପୋଲିସ ଡିଏସ୍‌ପି ଗିରଫ

ବ୍ୟୁରୋ: ଜାମ୍ମୁ-କଶ୍ମୀରରେ ପୋଲିସ ଓ ସେନାର କାର୍ଯ୍ୟାନୁଷ୍ଠାନ । ହିଜବୁଲ ଓ ଲସ୍କରର ୨ ଆତଙ୍କୀଙ୍କ ସହ ପୋଲିସ ଡିଏସ୍‌ପି ଗିରଫ । ଉଭୟ ଆତଙ୍କବାଦୀ ଓ ପୋଲିସ ଅଧିକାରୀ ଗୋଟିଏ କାରରେ ବସି ଯାଉଥିଲେ । ଏହାସହ ଜବତ ଗାଡ଼ିରୁ ୫ଟି ଗ୍ରେନେଡ ମଧ୍ୟ ମିଳିଛି । ଘଟଣା ଦକ୍ଷିଣ କାଶ୍ମୀରର କୁଲଗାମ ଜିଲ୍ଲାର । ଗିରଫ ହୋଇଥିବା ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ଲସ୍କର ଓ ଅନ୍ୟ ଜଣେ ହିଜବୁଲର ହୋଇଥିବା ଜଣାପଡ଼ିଛି ।  ସେନା … Continue reading କାଶ୍ମୀରରୁ ୨ ଆତଙ୍କୀଙ୍କ ସହ ପୋଲିସ ଡିଏସ୍‌ପି ଗିରଫ