ସୀମାରେ ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ ମୋଦି

1 min read

ଜମ୍ମୁ କଶ୍ମୀର: ଯବାନଙ୍କ ସହ ଦୀପାବଳି ପାଳିଛନ୍ତି ପ୍ରଧାନମନ୍ତ୍ରୀ । ଏଲଓସିର ରାଜୌରୀରେ ମୋଦି ଯବାନଙ୍କ ସହ ଦୀପାବଳି ମନାଇଛନ୍ତି । ସେନା ପୋଷାକ ପିନ୍ଧି ଯବାନଙ୍କୁ ମୋଦି ମିଠା ବାଣ୍ଟିଥିଲେ । ପ୍ରତିକୂଳ ପରିସ୍ଥିତିରେ ଯବାନ ମାନେ ଦେଶକୁ ସୁରକ୍ଷା ଯୋଗାଇ ଦେଉଥିବାରୁ ଖୁସି ବ୍ୟକ୍ତ କରିବା ସହ ଗୌରବ ମନେ କରିଥିବା କହିଥିଲେ । ପ୍ରଧାନମନ୍ତ୍ରୀଙ୍କୁ ନିକଟରେ ପାଇ ଯବାନମାନେ ବି ଉତ୍ସାହିତ ଥିଲେ । ପରେ ପଠାନକୋଟ ଏୟାରବେସରେ ମୋଦି ଯବାନମାନଙ୍କୁ ସମ୍ବୋଧିତ କରିଥିଲେ ।

LOC MODI

ସମ୍ବିଧାନର ଧାରା ୩୭୦ ଉଚ୍ଛେଦ ପରେ ଏହା ଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ଜମ୍ମୁ କଶ୍ମୀର ଗସ୍ତ । ')}

Leave a Reply