ଓସିଏରେ ବୟସ ହେରଫେର ନେଇ ଧରାପଡ଼ିଲେ ଦୁଇ ଖେଳାଳି

କଟକ: ଓସିଏରେ ପୁଣି ବୟସ ଜାଲିଆତି । ମ୍ୟାଚ୍‌ ଖେଳିବାକୁ ନେଇ ବାରମ୍ବାର ହେଉଛି ବୟସରେ ହେରଫେର । ସେପଟେ ବୟସ ଜାଲିଆତି କରିଥିବା ୨ ଖେଳାଳିଙ୍କୁ ବାସନ୍ଦ କଲା ବିସିସିଆଇ ।

୨୩ ବର୍ଷରୁ କମ୍‌ ୨ଜଣ ଖେଳାଳିଙ୍କୁ ବାସନ୍ଦ କରାଯାଇଛି । ବାସନ୍ଦ ଖେଳାଳି ହେଲେ ସୋମେନ ଚାନ୍ଦ ଏବଂ ବିଶ୍ୱଜିତ ମଲ୍ଲିକ । ପୂର୍ବରୁ ମଧ୍ୟ ଓଡ଼ିଶା କ୍ରିକେଟରେ ବୟସ ଜାଲିଆତି କାରଣରୁ ବାଦ୍‌ ପଡ଼ିଛନ୍ତି ଖେଳାଳି ।

Leave a Reply