ଗିରଫ ହେଲା ସୌବିକ ଏବଂ ସାମୁଏଲକୁ ଡ୍ରଗ୍ସ ଯୋଗାଉଥିବା ପେଡଲର

ମୁମ୍ବାଇ: ସୁଶାନ୍ତ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀ, ତାଙ୍କ ଭାଇ ସୌବିକ ଏବଂ ସାମୁଏଲ ମିରାଣ୍ଡାକୁ ଗିରଫ କରାଯାଇଛି । ଶନିବାର ସକାଳେ ଗୋଆ ଏବଂ ମୁମ୍ବାଇରେ ଡ୍ରଗ୍ସ ମାଫିଆଙ୍କୁ ଧରିବା ପାଇଁ ଚଢଉ କରିଛି ସିବିଆଇ । ତେବେ ଏହି ଡ୍ରଗ୍ସ ମାମଲାରେ ଏକ ବଡ଼ ଗ୍ୟାଙ୍ଗର ପର୍ଦ୍ଦାଫାଶ ହେବ ବୋଲି ଅନୁମାନ କରାଯାଉଥିବା ବେଳେ ସାମ୍ନାକୁ ଆସିଛି ଏକ ବଡ଼ ଖବର । ଖବର ଅନୁସାରେ ପୂରା ଡ୍ରଗ୍ସ କାରବାର କରୁଥିବା ମୁଖ୍ୟ ବ୍ୟକ୍ତିକୁ … Continue reading ଗିରଫ ହେଲା ସୌବିକ ଏବଂ ସାମୁଏଲକୁ ଡ୍ରଗ୍ସ ଯୋଗାଉଥିବା ପେଡଲର