ଜବତ ହେଲା ୧୩୮ ବସ୍ତା ପିଡିଏସ୍ ଚାଉଳ; କେଉଁଠୁ ଆସିଲା ଜାଣନ୍ତୁ
ଭଦ୍ରକ: ଜବତ ହେଲା ବସ୍ତା ବସ୍ତା ପିଡିଏସ୍ ଚାଉଳ । ଗ୍ରାହକ ମାନଙ୍କ ପାଖରେ ନପହଞ୍ଚି ଘରେ ଭିତରେ ସାଇତା ହୋଇ ରଖା ଯାଇଥିଲା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଦୈସିଂ ପଞ୍ଚାୟତ ଚଢ଼େୟା ଗାଁରେ । ସୂଚନା ଅନୁଯାୟୀ, ଦୈସିଂ ପଞ୍ଚାୟତ ଚଢ଼େୟା ଗାଁର ଜଣେ ବ୍ୟକ୍ତି ଗଜେନ୍ଦ୍ର ଜେନାଙ୍କ ଘରେ ୧୩୮ ବସ୍ତା ସରକାରୀ ଚାଉଳ ରଖାଯାଇଥିଲା । କୌଣସି ମତେ ଏନେଇ ଭଦ୍ରକ ଯୋଗାଣ ବିଭାଗ ପାଖରେ … Continue reading ଜବତ ହେଲା ୧୩୮ ବସ୍ତା ପିଡିଏସ୍ ଚାଉଳ; କେଉଁଠୁ ଆସିଲା ଜାଣନ୍ତୁ
Copy and paste this URL into your WordPress site to embed
Copy and paste this code into your site to embed