ପୁଣି ପିସିସିର ହେବ ନବକଳେବର

1 min read

ପୁଣି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ହେବ ନବକଳେବର । ୨୩ ସାଂଗଠନିକ ଜିଲା ଗସ୍ତ କରି ରିପୋର୍ଟ ସଂଗ୍ରହ କରିବେ ପର୍ଯ୍ୟବେକ୍ଷକ । ଆସନ୍ତା ୨୪ ତାରିଖରେ ରାଜ୍ୟ କଂଗ୍ରେସ ଭବନରେ ହେବାକୁ ଥିବା ବୈଠକରେ ରିପୋର୍ଟ ପ୍ରଦାନ କରିବେ । ଏହି ରିପୋର୍ଟ ଆଧାରରେ ନୂଆ ପିସିସି ଟିମ୍ ଗଠନ କରିବ ଏ.ଆଇ.ସି.ସି  । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ପିସିସିର ନୂଆ ଟିମ୍ ଗଠନ କରାଯିବା ସହ ନିରଞ୍ଜନ ପଟ୍ଟନାୟକଙ୍କୁ ସଭାପତି ଦାୟିତ୍ୱ ଦିଆଯାଇଥିଲା  । ')}

[DISPLAY_ULTIMATE_SOCIAL_ICONS]
Opn Commnet Area

Leave a Reply

Your email address will not be published.