ରାଜଧାନୀରେ ପାର୍କ ଖୋଲିବା ଉପରେ କଟକଣା

1 min read

ଭୁବନେଶ୍ୱର: ଆଜିଠାରୁ ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ଭୁବନେଶ୍ଵରରେ ଥିବା ସମସ୍ତ ପାର୍କକୁ ଅପରାହ୍ନ ୨ଟା ପରେ ବନ୍ଦ କରିବାକୁ ନିଷ୍ପତ୍ତି । କେବଳ ସକାଳ ସମୟରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ପାର୍କ ଖୋଲାରହିବ ବୋଲି ନିଷ୍ପତ୍ତି ନେଇଛି ବିଏମସି ।

https://nandighoshatv.com/all-exams-was-adjourned-for-corona-virus/

ଏହାସହ ପାର୍କରେ ଥିବା ମୁକ୍ତାକାଶ ଜିମ୍ ଉପକରଣ ସମେତ ପିଲାମାନଙ୍କ ଖେଳଣା ସାମଗ୍ରୀକୁ ବନ୍ଦ କରାଯିବ । କରୋନା ପାଇଁ ବିଭିନ୍ନ ସମାରୋହ, ଶିକ୍ଷାନୁଷ୍ଠାନ ବନ୍ଦ ହେବା ପରେ ଏବେ ପାର୍କ ଗୁଡ଼ିକୁ ସିମିତ ସମୟ ପାଇଁ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି ।

Leave a Reply