spot_img

Latest Posts

ଅନ୍ଧବିଶ୍ୱାସର ଅଭାବନୀୟ ଚିତ୍ର, ତନ୍ତ୍ର ସାଧନା କରି ପୁଅକୁ ବଞ୍ଚାଇବାକୁ ଉଦ୍ୟମ

କୋଲକାତା: ତନ୍ତ୍ର ସାଧନା କରି ପୁଅକୁ ବଞ୍ଚାଇବାକୁ ଉଦ୍ୟମ। ପଶ୍ଚିମବଙ୍ଗ ଝାଡ଼ଗ୍ରାମ ଜିଲ୍ଲା ରାମୁନ ଗ୍ରାମରେ ଅନ୍ଧବିଶ୍ୱାସର ଅଭାବନୀୟ ଚିତ୍ର। ପୁଅକୁ ବଞ୍ଚାଇବାକୁ ତିନି ଦିନ ଧରି ଶବକୁ ଘରେ ରଖି ବାପା ମାଆ ତନ୍ତ୍ର ସାଧନା କରିବା ଭଳି ଘଟଣା ସାମ୍ନାକୁ ଆସିଛି ।

ଗ୍ରାମର ଭାସ୍କର ପାଲ ନାମକ ଯୁବକଙ୍କର ମୃତ୍ୟୁ ହେବା ପରେ ପୁଅକୁ ବଞ୍ଚାଇବା ପାଇଁ ବାପା, ମାଆ ଘରେ ପୂଜାର୍ଚ୍ଚନା କରୁଥିଲେ । ପୋଲିସ ରାମୁନ ଗ୍ରାମରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

Latest Posts

Don't Miss