ମହାମାରୀ ଭିତରେ ଆଉ ଏକ ମହାମାରୀର ଚେତାବନୀ ଦେଲା WHO, ଭୟଙ୍କର କ୍ଷତିର ସମ୍ଭାବନା

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଶୁକ୍ରବାର ଦିନ ଚେତାବନୀ ଦେଇଛି ଯେ କରୋନା ଜୀବାଣୁ ମହାମାରୀର ପରୋକ୍ଷ ପ୍ରଭାବ ପଡିପାରେ। WHO କହିଛି ଯେ କରୋନା ରୋଗ ପାଇଁ ସୃଷ୍ଟି ହୋଇଥିବା ପରିସ୍ଥିତି ଆଗକୁ ଅଧିକ ଖରାପ ହୋଇପାରେ । WHO ସୂଚନା ଅନୁଯାୟୀ, କରୋନା ଜୀବାଣୁ ମହାମାରୀର ପରୋକ୍ଷ ପ୍ରଭାବ ମହିଳା, ଶିଶୁ ଏବଂ କିଶୋରମାନଙ୍କ ଉପରେ ଅଧିକ ପଡ଼ିପାରେ। WHO ମୁଖ୍ୟ ଟେଡ୍ରୋସ୍ ଆଡାହେନମ୍ ଘେବ୍ରିୟେସୁସ୍ କହିଛନ୍ତି – କରୋନାର ପରୋକ୍ଷ ପ୍ରଭାବ ହେତୁ … Continue reading ମହାମାରୀ ଭିତରେ ଆଉ ଏକ ମହାମାରୀର ଚେତାବନୀ ଦେଲା WHO, ଭୟଙ୍କର କ୍ଷତିର ସମ୍ଭାବନା