ବାଲେଶ୍ୱର: ଅର୍ଦ୍ଧାଧିକ ଆସନରେ ବିଜେଡି ଆଗୁଆ

ବାଲେଶ୍ୱର: ପ୍ରକାଶ ପାଇଥିବା ଜିଲ୍ଲା ପରିଷଦ ନିର୍ବାଚନର ଫଳାଫଳ ଅନୁଯାୟୀ ଖଇରା (୩ନମ୍ୱର ଜୋନ୍)ରେ ବିଜେପିର ଗଜେନ୍ଦ୍ର କୁମାର ଦାସ ମାତ୍ର ୪୭୦ ଭୋଟରେ ବିଜୟୀ ହୋଇଛନ୍ତି । ଜଳେଶ୍ୱର ୭ନମ୍ୱର ଜୋନ୍‌ରେ ବିଜେଡିର ତୁଳସୀ କିସ୍କୁ ୧୦୪୫୨ ଭୋଟରେ ବିଜୟୀ ହୋଇଛନ୍ତି ।  ନୀଳଗିରି (୧୧ ନମ୍ୱର ଜୋନ୍) ବିଜେଡ଼ି ସୁବର୍ଣ୍ଣମଞ୍ଜରୀ ସିଂ ୩୩୩୬,  ବସ୍ତା (୧୪ ନମ୍ୱର ଜୋନ)ରେ ବିଜେଡି ବିଷ୍ଣୁପ୍ରିୟା ବୁଗୁଡ଼େଇ ୮୫୧୨ ଭୋଟ , ବାହାନଗା (୧୮ ନମ୍ୱର ଜୋନ୍)ରେ ବିଜେଡିର ନୀଳାମ୍ୱର ମହାଳିକ ୩୬୨୪ ଭୋଟ, ବାଲେଶ୍ୱର (୨୫ ନମ୍ୱର ଜୋନ୍)ରେ ବିଜେପି ଗୟାଧର ବେହେରା ୩୧୨ଭୋଟ,  ଭୋଗରାଇ (୩୦ ନମ୍ୱର ଜୋନ୍‌)ରେ ବିଜେଡିର ଗିରିଶ କୁମାର ଦତ୍ତ ୩୬୪୫ ଭୋଟ, ରେମୁଣା (୩୬ ନମ୍ୱର ଜୋନ୍)ରେ ବିଜେଡିର ଅଭିମନ୍ୟୁ ଧିନ୍ଦା ୨୮୦୬ ଭୋଟ, ସିମୁଳିଆ (୪୦ ନମ୍ୱର ଜୋନ)ରେ ବିଜେପିର ରମେଶଚନ୍ଦ୍ର ସାହୁ , ସୋର (୪୩ ନମ୍ୱର ଜୋନ)ରେ ବିଜେଡିର ରେବତୀ ନାୟକ ୮୬୪୮ ଭୋଟରେ ବିଜୟୀ ହୋଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ବରଗଡ଼: ୧୦ ଆସନରେ ବିଜେଡି ଓ ୨ଟିରେ ବିଜେପି ବିଜୟୀ

Leave a Reply