ପ୍ୟାନ ସହ ଆଧାର କାର୍ଡ ଲିଙ୍କ୍ ଅବଧି ୬ ମାସ ବୃଦ୍ଧି
1 min readନୂଆଦିଲ୍ଲୀ: ପୁଣି ବଢ଼ିଲା ଅବଧି । ପ୍ୟାନ୍ ଓ ଆଧାର କାର୍ଡ ଲିଙ୍କ୍ କରିବା ଅବଧିକୁ ବୃଦ୍ଧି କରିଛନ୍ତି ଆୟକର ବିଭାଗ । ସେପ୍ଟେମ୍ବର ୩୦ ସୁଦ୍ଧା ପ୍ୟାନ୍ ସହ ଆଧାର କାର୍ଡ ଲିଙ୍କ୍ ନେଇ ଧାର୍ଯ୍ୟ ସମୟ ସୀମାକୁ ବଢ଼ାଇ ଦିଆଯାଇଛି । ନୂଆ ଧାର୍ଯ୍ୟ ସମୟ ଅନୁଯାୟୀ ୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା ପ୍ୟାନ୍ ସହ ଆଧାର ଲିଙ୍କ୍ କରିବାକୁ ପଡ଼ିବ ।
Deadline for PAN-Aadhaar linkage extended by 6 months till March 2022: CBDT
— Press Trust of India (@PTI_News) September 17, 2021