ହାଜର ହେଲେ ଓଟିଭି ଆଉଟ୍ପୁଟ୍ ମୁଖ୍ୟ: ‘ଏମଡି ହାଜର ନହେଲେ ନିଆଯିବ କାର୍ଯ୍ୟାନୁଷ୍ଠାନ’
ଭୁବନେଶ୍ୱର: ରାଜଧାନୀରେ ନାବାଳିକା ଗଣଦୁଷ୍କର୍ମ ମାମଲା । ଗତକାଲି ଇନପୁଟ ମୁଖ୍ୟଙ୍କ ପରେ ଆଜି ମହିଳା ଥାନାରେ ହାଜର ହୋଇଛନ୍ତି ଓଟିଭି ଆଉଟ୍ପୁଟ ମୁଖ୍ୟ । ମହିଳା ଥାନା ପକ୍ଷରୁ ତାଙ୍କୁ ନୋଟିସ ଜାରି କରାଯିବା ପରେ ଆଜି ସେ ହାଜର ହୋଇଛନ୍ତି । ଆଜି ଥାନାରେ ହାଜର ହୋଇ ସେ ପକ୍ଷ ରଖିବେ । ଗତକାଲି ଓଟିଭିର ଇନ୍ପୁଟ୍ ମୁଖ୍ୟ ମହିଳା ଥାନାରେ ହାଜର ହୋଇଥିଲେ । ଏହି ମାମଲାରେ ଓଟିଭି ପରିଚାଳନା ନିର୍ଦ୍ଦେଶିକାଙ୍କୁ ନୋଟିସ … Continue reading ହାଜର ହେଲେ ଓଟିଭି ଆଉଟ୍ପୁଟ୍ ମୁଖ୍ୟ: ‘ଏମଡି ହାଜର ନହେଲେ ନିଆଯିବ କାର୍ଯ୍ୟାନୁଷ୍ଠାନ’
Copy and paste this URL into your WordPress site to embed
Copy and paste this code into your site to embed