ଦେଶରେ ଲକ୍ଷେ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଜାଣନ୍ତୁ କେଉଁ ରାଜ୍ୟରୁ କେତେ ?
ନୂଆଦିଲ୍ଲୀ: ଦେଶରେ ଲକଡାଉନ୍ ୪.୦ ଆରମ୍ଭ ଜାରି ରହିଛି । ଏହାସହ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ପାର ହୋଇଛି । ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪ ହଜାର ୯୪୦ ମାମଲା ରୁଜୁ ହୋଇଛି ଏବଂ ୧୩୪ ଜଣଙ୍କର ମୃତ୍ୟୁ ହୋଇଛି। ଏବଂ ସୂଚନା ଅନୁଯାୟୀ, ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ହଜାରେ ୧୩୯କୁ ବୃଦ୍ଧି ପାଇଛି ଯେଉଁଥିରେ ୩ ହଜାର ୧୬୩ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୯ ହଜାର ୧୭୪ଜଣ ଲୋକ ଆରୋଗ୍ୟ ହୋଇଛନ୍ତି। ତେବେ ଜାଣି ନିଅନ୍ତୁ କେଉଁ ରାଜ୍ୟକେ କେତେ ସଂକ୍ରମିତ ଏବଂ କେତେ ମୃତ ?
ରାଜ୍ୟ | ସଂକ୍ରମିତ | ସୁସ୍ଥ | ମୃତ |
ମହାରାଷ୍ଟ୍ର | ୩୫୦୫୮ | ୮୪୩୭ | ୧୨୪୯ |
ଗୁଜୁରାଟ | ୧୧୭୪୫ | ୪୮୦୪ | ୬୯୪ |
ତାମିଲନାଡୁ | ୧୧୭୬୦ | ୪୪୦୬ | ୮୧ |
ଦିଲ୍ଲୀ | ୧୦୦୫୪ | ୪୪୮୫ | ୧୬୮ |
ରାଜସ୍ଥାନ | ୫୫୦୬ | ୩୨୧୮ | ୧୩୮ |
ମଧ୍ୟପ୍ରଦେଶ | ୫୨୩୬ | ୨୪୩୫ | ୨୫୨ |
ଉତ୍ତରପ୍ରଦେଶ | ୪୬୦୫ | ୨୭୮୩ | ୧୧୮ |
ଆନ୍ଧ୍ରପ୍ରଦେଶ | ୨୪୭୪ | ୧୫୫୨ | ୫୦ |
ପଶ୍ଚିମବଙ୍ଗ | ୨୮୨୫ | ୧୦୦୬ | ୨୪୪ |
ପଞ୍ଜାବ | ୧୯୮୦ | ୧୫୪୭ | ୩୭ |
ତେଲେଙ୍ଗାନାରେ | ୧୫୯୭ | ୧୦୦୦ | ୩୫ |
ଆଣ୍ଡାମାନ ଏବଂ ନିକୋବର | ୩୩ | ୩୩ | ୦ |
ଅରୁଣାଚଳ ପ୍ରଦେଶ | ୧ | ୧ | ୦ |
ଆସାମ | ୧୦୪ | ୪୧ | ୦୨ |
ବିହାରରେ | ୧୩୯୧ | ୪୯୪ | ୦୯ |
ଚଣ୍ଡିଗଡ଼ | ୧୯୬ | ୫୫ | ୦୩ |
ଛତିଶଗଡ଼ | ୯୩ | ୫୯ | ୦୦ |
ଗୋଆ | ୩୮ | ୭ | ୦ |
ହରିୟାଣାରେ | ୯୨୮ | ୫୯୮ | ୧୪ |
ହିମାଚଳ ପ୍ରଦେଶରେ | ୯୦ | ୪୪ | ୦୩ |
ଜାମ୍ମୁ କାଶ୍ମୀରରେ | ୧୨୮୯ | ୬୦୯ | ୧୫ |
ଝାଡଖଣ୍ଡରେ | ୨୨୩ | ୧୧୩ | ୦୩ |
କର୍ଣ୍ଣାଟକରେ | ୧୨୪୬ | ୫୩୦ | ୩୭ |
କେରଳ | ୬୩୦ | ୪୯୭ | ୦୪ |
ମଣିପୁର | ୭ | ୨ | ୦୦ |
ଲଦାଖ | ୪୩ | ୨୪ | ୦୦ |
ଉତ୍ତରାଖଣ୍ଡ | ୯୩ | ୫୨ | ୦୧ |
ମେଘାଳୟ | ୧୩ | ୧୧ | ୦୧ |
ଓଡିଶା | ୯୭୮ | ୨୭୭ | ୦୫ |
ପୁଡୁଚେରୀ | ୧୮ | ୯ | ୦୧ |
ଉତ୍ତରାଖଣ୍ଡ | ୯୩ | ୫୨ | ୦୧ |
ତ୍ରିପୁରା | ୧୬୭ | ୮୫ | ୦୦ |
ମିଜୋରାମ | ୧ | ୧ | ୦ |
ଦାଦରା ଏବଂ ନଗର ହାବେଳି | ୧ | ୧ | ୦ |