ଭୁବନେଶ୍ୱର: ପିଆଜ ଉପରେ ସଂଶୋଧିତ ନାଗରିକତା ଆଇନ୍ ପ୍ରଭାବ । ଆନ୍ଦୋଳନ ଯୋଗୁଁ ଆସି ପାରୁନି ପିଆଜ ଗାଡ଼ି । ରାଜ୍ୟକୁ ଆବଶ୍ୟକତା ଠାରୁ କମ୍ ପିଆଜ ଆସୁଛି । ଆଉ ଦୁଇରୁ ତିନିଦିନ ମଧ୍ୟରେ ସ୍ଥିତିରେ ପରିବର୍ତ୍ତନ ଆସିବ କହିଲେ ରାଜ୍ୟ ବ୍ୟବସାୟୀ ସଂଘ ସଭାପତି ସୁଧାକର ପଣ୍ଡା ।

Leave a Reply