ବର୍ଷେ ଭିତରେ ଡ୍ରାଇଭିଂ ଲାଇସେନ୍ସ ରିନ୍ୟୁ ନ କଲେ ପୁଣି ଦେବାକୁ ପଡ଼ିବ ପରୀକ୍ଷା

ଭୁବନେଶ୍ୱର: ଆସନ୍ତା ୧ ତାରିଖରୁ ପୁଣି ରାଜ୍ୟରେ କଡ଼ାକଡ଼ି ହେବାକୁ ଯାଉଛି ଟ୍ରାଫିକ୍ ନିୟମ । ଯଦି ରାସ୍ତାରେ ଗାଡ଼ି ଚାଳନା ବେଳେ ଆପଣ ନିୟମ ଭାଙ୍ଗିବେ ତେବେ, ମୋଟା ଅଙ୍କର ତଣ୍ଡ ଗଣିବେ । ଏଭଳି ସ୍ଥିତିରେ ଆପଣ ଡ୍ରାଇଭିଂ ଲାଇସେନ୍ସକୁ ନେଇ ଟେନସନରେ ଅଛନ୍ତି କି ? ଯଦି ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସ ଏକ୍ସପାରୀ ହୋଇଯାଇଛି । ଆଉ ଏକ୍ସପାରୀର ବର୍ଷକ ଭିତରେ ଲାଇସେନ୍ସ ରିନ୍ୟୁ କରିନାହାନ୍ତି । ତେବେ, ଆଉ ଥରେ ଡ୍ରାଇଭିଂ … Continue reading ବର୍ଷେ ଭିତରେ ଡ୍ରାଇଭିଂ ଲାଇସେନ୍ସ ରିନ୍ୟୁ ନ କଲେ ପୁଣି ଦେବାକୁ ପଡ଼ିବ ପରୀକ୍ଷା