ସୁସ୍ଥ ହେଲେ ଭୁବନେଶ୍ୱରର କରୋନା ଆକ୍ରାନ୍ତ: ଏବେବି ୮୨ଟି ମାମଲା ଆକ୍ଟିଭ୍ ରହିଛି
1 min read
ଭୁବନେଶ୍ୱର: ରାଜ୍ୟରେ ସୁସ୍ଥ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ । ସୁସ୍ଥ ହୋଇଥିବା ଆକ୍ରାନ୍ତ ଜଣଙ୍କ ଭୁବନେଶ୍ୱର ଅଞ୍ଚଳର । ଏଥିସହିତ ରାଜ୍ୟରେ ମୋଟ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩୯ରେ ପହଞ୍ଚିଛି । ଏଯାବତ୍ ରାଜ୍ୟର ମୋଟ ୧୨୨ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେଥିମଧ୍ୟରୁ ୩୯ ସୁସ୍ଥ ହେବା ପରେ ରାଜ୍ୟରେ ଏବେ ମୋଟ ୮୨ ଜଣ କରୋନା ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ ହାସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
One more #COVID19 case of Bhubaneswar has recovered today. The total recoveries now stand at 39. #OdishaFightsCorona
— H & FW Dept Odisha (@HFWOdisha) April 29, 2020