ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ ରୋଗୀ ଚିହ୍ନଟ । କରୋନା ଆକ୍ରାନ୍ତ ରୋଗୀ ଜଣଙ୍କ ଭୁବନେଶ୍ୱର ହୋଇଥିବା  ସୂଚନା । ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର । ପୂର୍ବରୁ ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ବର୍ତ୍ତମାନ ରାଜ୍ୟରେ କରୋନା ପଜିଟିଭ୍‌ ସଂଖ୍ୟା ୩କୁ ଛୁଇଁଛି । https://www.facebook.com/nandighoshatv/videos/526253538075303/?eid=ARA6r8yInm8grZK7H-UkZWude-UK3PnH3AxN-adosOIPkUgmgvnuGnaCTB7JxXZkcNuufyiC2JhNcgEp ତେବେ ଆକ୍ରାନ୍ତ ରୋଗୀ ଜଣଙ୍କ ପ୍ରବାସୀ ଓଡ଼ିଆ କିମ୍ୱା ପ୍ରବାସୀ ଭାରତୀୟ ସେ ନେଇ କୌଣସି ସୂଚନା … Continue reading ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ